ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ର ୮୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି।
ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ର ୮୦ ତମ ପ୍ରତିଷ୍ଠା ଦିବସ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ର ସମସ୍ତ ପ୍ରାଥମିକ ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ ଭଦ୍ରକ ଜିଲ୍ଲା ର ପ୍ରାଥମିକ ଶିକ୍ଷକ ତଥା ସଂଗଠନ ର ସଭାପତି, ଶ୍ରୀ ଯୁକ୍ତ ବିମ୍ବାଧର ସେନିପତି , ଉପସଭାପତି ଶ୍ରୀ ଯୁକ୍ତ ଶ୍ରୀ ଧର ପଣ୍ଡା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଥିଲେ, ଭଦ୍ରକ ଜିଲ୍ଲା ର ସମସ୍ତ ପ୍ରାଥମିକ ଶିକ୍ଷକ ଫେଡରେସନ ର ସଦସ୍ୟ ଉପସ୍ଥିତ ଥିଲେ,। ମୁଖ୍ୟ ଅତିଥି, ଶେଖର ମହାପାତ୍ର ଶିକ୍ଷକ ମାନଙ୍କୁ ସ୍ବାଭିଲବି ପାଇଁ ଆହ୍ବାନ ଦେଇ ଥିଲେ, ଗୋବିନ୍ଦ କୁମାର ରାଉତ ରାଜ୍ୟ ସଂଘ ର ମେମ୍ବର, ସେ କହିଥିଲେ ଶିକ୍ଷକ ମାନେ ଏକତ୍ରିତ ହେବା ଆବଶ୍ୟକ
