ଅଭିରାମ ଫାଉଣ୍ଡେସନ ତରଫରୁ ଚିନ ନିର୍ମିତ ମାଞ୍ଜା ସୂତା ଗୁଡ଼ି ନ ଉଡେଇବା ପାଇଁ ଏକ ସଚେତନ କାର୍ଯକର୍ମ ଅନୁଷ୍ଠିତ

ଅଭିରାମ ଫାଉଣ୍ଡେସନ ତରଫରୁ ଚିନ ନିର୍ମିତ ମାଞ୍ଜା ସୂତା ଗୁଡ଼ି ନ ଉଡେଇବା ପାଇଁ ଏକ ସଚେତନ କାର୍ଯକର୍ମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଚେତନତା କୁ ମାଲଗୋଦାମ ଥାନା ର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ ଓ SI.PT ଗଣେଶ ସାହୁ ପତକା ଦେଖାଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମରେ ରେ ଅଭିରାମ ଫାଉଣ୍ଡେସନ ର ସଭାପତି ଶ୍ରୀଯୁକ୍ତ ଧର୍ମାନନ୍ଦ ସାହୁ ,ରାଜ୍ୟ ସମ୍ପାଦକ ଅଶୋକ ମହାନ୍ତି, ଜେନେରାଲ ସେକ୍ରେଟାରୀ C.D.A Employee ୟୁନିଅନ ରାଜ୍ୟ ସଦମ୍ପାଦକ ବିଜୟ ଭୂଷଣ ପତି , ବିମଳ ନାୟକ ,ଦେବୀ ପ୍ରସାଦ କର ,ରାଜେଶ ବାରିକ,ଦେବେନ୍ଦ୍ର ସାହୁ.ପପୁ ନାୟକ ,ପ୍ରକାଶ ବେଉରା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *