ପୁରୀରେ_ଇସ୍କନ୍_ସମର୍ଥକଙ୍କୁ ବିରୋଧ
ପୁରୀରେ_ଇସ୍କନ୍_ସମର୍ଥକଙ୍କୁ_ବିରୋଧ-ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପୁରୀରେ ହଲଚଲ -ଇସ୍କନ ସମର୍ଥକଙ୍କୁ ପୁରୀରେ ଜୋର୍ଦାର୍ ବିରୋଧ କଲେ ବୁଦ୍ଧିଜୀବୀ-ବହୁ ଆଇନଜୀବୀ ଓ ପୁରୀବାସୀ ମଧ୍ୟ ତୀବ୍ର ବିରୋଧ କଲେ -ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଇସ୍କନ୍ ସମର୍ଥକଙ୍କୁ ବିରୋଧ-ଗାଡ଼ିରେ ମହାପ୍ରଭୁଙ୍କ ଶଙ୍ଖ, ମାଳି ଓ ବହି ବିକ୍ରି ବେଳେ ବିରୋଧ l
