ମାନ୍ୟବର ମୁଖ୍ୟମନ୍ତ୍ରୀ “ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ” ଅଧୀନରେ ଭଦ୍ରକ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା
ଭଦ୍ରକବାସୀଙ୍କର ବହୁଦିନର ଅଧୁରା ସ୍ବପ୍ନ ଆଜି ବାସ୍ତବତାରେ ପରିଣତ ହେବାକୁ ବାକୁ ଯାଉଛି ।ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ “ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ” ଅଧୀନରେ ଭଦ୍ରକ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ବିଧାନସଭାରେ ଘୋଷଣା କରିଥିବାରୁ ଭାରତ ବର୍ଷର ଯଶସ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦୀଜୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମାନ୍ୟବର ରାଜ୍ୟ ବ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ମାନ୍ୟବର ମନ୍ତ୍ରୀ ଶ୍ରୀମାନ୍ ସୂର୍ଯ୍ୟବଂଶୀ ସୁରଜ ଏବଂ ମାନ୍ୟବର ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସୀତାଂଶୁ ସେଖର ମହାପାତ୍ର ଙ୍କୁ ଭଦ୍ରକ ଜିଲ୍ଲାବାସୀଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି ।
