ସ୍ୟାଣ୍ଡଆର୍ଟ
ଜଳବାୟୁ ପରିବର୍ତ୍ତନକୁ ନେଇ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା କୃତି । ଏହି ବାଲୁକାକୃତିରେ ଜଳବାୟୁ ଓ ପରିବର୍ତ୍ତନକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି। ୟୁଏସ୍ କନସୁଲ ଜେନେରାଲ ଏଚ୍.ଇ. ଜୋଏଲ ରେଫମ୍ଯାନ ବାଲୁକାକୃତିକୁ ପରିଦର୍ଶନ କରିଛନ୍ତି। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକୃତିକୁ ଦେଖି ସେ ପ୍ରଶଂସା କରିଛନ୍ତି।
