ଭୟାବୟ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ବାସୁଦେବପୁର ବ୍ଲକ ଅନ୍ତର୍ଗତ ରାଜଘର ପୋଖରୀ ଗ୍ରାମ ପଞ୍ଚାୟତ ରାଉତସାହି ରେ ଆଗ୍ନିକାଣ୍ଡ ,ଅଗ୍ନିକାଣ୍ଡ ରେ 7ଟା ଧାନ ବଦାଡି ପୋଡିଯାଇଥିବା ବଳେ ଲକ୍ଷ୍ୟଧିକ ଟଙ୍କାର ସମ୍ପତ୍ତି ନଷ୍ଟହୋଇଯାଇଛି, ରାତି12ଟା ସମୟରେ, ଅଗ୍ନିକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ପଞ୍ଚାୟତବାସି ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଥିଲା, ବର୍ଷକର ଖୋରାକ ନଷ୍ଟ ହୋଇଯାଇ ଥିବାର ସୂଚନା ମିଳିଛି, ସ୍ଥାନୀୟ ପଡୋଶୀ ମହେଶ୍ୱର ନାୟକ ଓ ମହେଶ୍ୱର ରାଉତ ଗାଁ ଲୋକଙ୍କୁ ଡାକି ଦେବାରୁ ଗୋଟିଏ ଗଦା ରହିଗଲା , ଧାନ ଗଦା ଉପରେ ବିଦୁତ୍ତ ତାର11କେବି ଥିବାରୁ ପ୍ରାକିଙ୍ଗି ହୋଇ ନିଆଁ ଲାଗିଥିବା ସୂଚନା ମିଳିଛି ସୂର୍ଯ୍ୟମଣି ବିଶ୍ବାଳ, ବଳରାମ ବିଶ୍ବାଳ, ହଗର ବିଶ୍ଵାଳ, ଆଲୁଆ ବିଶ୍ଵାଳ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
