ଭଦ୍ରକ ବ୍ଳକ୍ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ତ୍ରିଶଳପୁର୍ ବେହେରା ସାହି ଗ୍ରାମ ରେ ଅଭାବନୀୟ ଘଟଣା

ଭଦ୍ରକ ବ୍ଳକ୍ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ତ୍ରିଶଳପୁର୍ ବେହେରା ସାହି ଗ୍ରାମ ରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି… ମନୋରମା ବେହେରା ନାମକ ଜଣେ ବିଧବା ମହିଳା ଙ୍କ ରହୁଥିବା ଘର ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି… ମହିଳା ଜଣଙ୍କ କହିବା ମୁତାବକ ଭାଇ ଭାଇ ଜାଗା ବାଡ଼ି ବିବାଦ କୁ ନେଇ ତାଙ୍କୁ ହାଇରଣ କରାଯାଉଛି ..ତାଙ୍କର କେହି ନଥିବା ବେଳେ ଏ ସବୁ ର ସୁଜଗ ନେଇ ହଇରାଣ କରୁଛନ୍ତି … ଏ ନେଇ ମହିଳା ଜଣଙ୍କ ଗ୍ରାମାଂଚଳ ଥାନା ରେ ଅଭିଯୋଗ କରିଥିଲେ ଥାନା ଅଧିକାରୀ କୌଣସି ପଦକ୍ଷେପ ନେଇ ନଥିବା କଥା କହିଛନ୍ତି ମହିଳା ଜଣଙ୍କ.. କେମିତି ନ୍ୟାୟ ମିଳିବ ଗରୀବ ଦୁଃଖୀ ମହିଳା ଜଣଙ୍କୁ ପୋଲିସ୍ ର ନିରବତା କୁ ନେଇ ସାଧରଣ ରେ ପ୍ରଶ୍ନବାଚି ସୃଷ୍ଟି କରିଛି…ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *