ଓଡିଶା ରାଜ୍ୟ ପରିଷଦ

ଓଡିଶା ରାଜ୍ୟ ଆଇନଜୀବି ପରିଷଦ, କଟକ କାର୍ଯ୍ୟାଳୟ ଦ୍ଵିତୀୟ ମହଲରେ ବରିଷ୍ଠ ଆଇନଜୀବୀଙ୍କ ସୃତି ରେ ସ୍ବର୍ଗତ କୃଷ୍ଣ ଚରଣ ପଟ୍ଟନାୟକ, ଗଞ୍ଜାମ ପୂର୍ବତନ ଆଇନଜୀବି ସଂଘର ସଦସ୍ୟ ତଥା ମନ୍ତ୍ରୀ, ପୂର୍ବତନ ରାଜ୍ୟ ଆଇନଜୀବି ପରିଷଦର ଅଧ୍ୟକ୍ଷ, ପୂର୍ବତନ ବରିଷ୍ଠ ଆଇନଜୀବୀ ଓଡିଶା ଉଚ୍ଚ ନ୍ୟାୟାଳୟ ର ସ୍ବର୍ଗତ ବିଜନ ବିହାରୀ ରାୟ, ଓ ସ୍ବର୍ଗତ ଗୋବର୍ଦ୍ଧନ ପୁଜାରୀ,ପୂର୍ବତନ ଆଇନଜୀବି ପରିଷଦର ସଦସ୍ୟ ସୃତ୍ତି ରେ ନାମିତ 3ଗୋଟି ଅତିଥି ଭବନ, ଓଡିଶା ନ୍ୟାୟାଳୟ ର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ହରିସ ଟଣ୍ଡନ, ଅନ୍ୟ ମାନ୍ୟବର ବିଚାରପତି ମାନଙ୍କ ମଧ୍ୟରୁ ଜଷ୍ଟିସ ଗୌରୀ ଶଙ୍କର ସଥପଥୀ ଓ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ କରକମଳ ରେ ଉଦଘାଟନ କରିଛନ୍ତି, ଏଥିରେ ଉପସ୍ଥିତ ଥିଲେ ଓଡିଶା ରାଜ୍ୟ ଆଇନଜୀବି ପରିଷଦର ଅଧ୍ୟକ୍ଷ ମାନ୍ୟବର ସିତାଂସୁ

ମୋହନ ଦ୍ୱିବେଦୀ,ମାନ୍ୟବରଶୌର ଚନ୍ଦ୍ର ମହାପାତ୍ର ଓଡିଶା ଲ କମିଶନ ସଦସ୍ୟ,ଅକ୍ଷୟ କୁମାର ପତି ସଦସ୍ୟ ବାରକାଉନ୍ସିଲ, ଦେବୀ ପ୍ରସାଦ ଧଳ, ବରିଷ୍ଠ ସଦସ୍ୟ ଅରୁପା ଦାସ, ବିଭୁ ତ୍ରିପାଠୀ, ମାନସ ଚାନ୍ଦ, ସଞ୍ଜିତ କୁମାର ପାଣିଗ୍ରାହୀ, ବିଭୁପ୍ରସାଦ ଦାସ, ଧନଞ୍ଜୟ ମୁଣ୍ଡ, ତପନ କୁମାର ବିଶ୍ବାଳ, ଲକ୍ଷ୍ମୀ ନୃସିଂହ ପଟେଲ, ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର, ଦୀପକ ପଟ୍ଟନାୟକ, ଓ ବହୁ ବରିଷ୍ଠ ଆଇନଜୀବୀ ଓଡିଶା ଉଚ୍ଚ ନ୍ୟାୟାଳୟ ର ସଦସ୍ୟ ତଥା ସୃତ୍ତି ଉଦ୍ଦେଶ୍ୟରେ ହୋଇଥିବା 3ଗୋଟି ଅତିଥି ଭବନର ଉଦଘାଟନ କାର୍ଯ୍ୟକ୍ରମ ରେ ତାଙ୍କ ପରିବାର ସଦସ୍ୟ ମାନେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *