ପୂର୍ବତନ ବିଧାୟକ ବିଶ୍ୱନାଥ ସାହୁ ଙ୍କ ଜନ୍ମ ଶତବାର୍ଷିକୀ ସମାରୋହ

ବ୍ରହ୍ମପୁର – ସାଥୀ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ ସମାରୋହରେ ଭାରତ ବିଶିଷ୍ଟ ସାମ୍ବାଦିକ ଓ କୃଷି ବିଶେଷଜ୍ଞ ପି, ସାଇନାଥ, ସିପିଆଇ ରାଜ୍ୟ ସମ୍ପାଦକ ସାଥୀ ଆଶୀଷ କାନୁନଗୋ, ବରିଷ୍ଠ ସିପିଏମ ନେତା ଅଳିକିଶୋର ପଟନାୟକ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଶତବର୍ଷିକୀ କମିଟି ସଭାପତି ପ୍ରଫୁଲ୍ଲ ସାମନ୍ତରା, ସମ୍ପାଦକ ତଥା ପୂର୍ବତନ ବିଧାୟକ ନାରାୟଣ ରେଡି, ବରିଷ୍ଠ ଆଇନଜୀବୀ ଭଗବାନ ସାହୁ, ଶତବାର୍ଷିକୀ କମିଟି ଉପସଭାପତି ରବିରଥ, ସହସମ୍ପାଦକ ଅବନୀ ଗୟା, ବରିଷ୍ଠ ସାମ୍ବାଦିକ ତଥା ସମଦୃଷ୍ଟି ସମ୍ପାଦଜ ସୁଧୀର ପଟନାୟକ, ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ ଯୋଗ ଦେଇଛନ୍ତି । ଜନ୍ମ ଶତବାର୍ଷିକୀ କମିଟି ତରଫରୁ ସଂଯୋଜକ ବିଘ୍ନେଶ୍ୱର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ରହ୍ମପୁର ସହିଦ ଲକ୍ଷ୍ମଣ ନାୟକ ହଲ , ହିଲପାଟଣା ରେ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *