ନାଉଗାଁ ପଂଚାୟତ ସମିତି ପ୍ରତିନିଧି ଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
*ନାଉଗାଁ ପଂଚାୟତ ସମିତି ପ୍ରତିନିଧି ଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଆଙ୍କର-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ନାଉଗାଁ ପଂଚାୟତ ସମିତି ପ୍ରତିନିଧି ମାନଙ୍କ ପକ୍ଷରୁ ସ୍ଥାନୀୟ କାଦମ୍ବିନୀ ମଣ୍ଡପ ଠାରେ ଏକ ନାଉଗାଁ ବ୍ଲକର ବିଭିନ୍ନ ବିକାଶ କାର୍ଯ୍ୟ ରେ ବ୍ଲକ ପ୍ରଶାସନ ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରୁଥିବା ବେଳେ ବିଧାୟକ ମଧ୍ୟ ଅସହଯୋଗ କରୁଥିବା ଅଭିଯୋଗ ହୋଇଛି । ବ୍ଲକ ର ଅଧ୍ୟକ୍ଷ। ଙ୍କ ସମେତ ନାଉଗାଁ ବ୍ଲକର 16 ଟି ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ରହି ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି । ତେବେ ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ପଂଚାୟତ ପ୍ରତିନିଧିମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କୁହାଯାଇଥିବା ବେଳେ ସେ ଅଳ୍ପ ଦିନ ହେଲା ଆସୁଥିବା ବେଳେ ଏହା ଉପରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ।
ଜଗତସିଂହପୁର ରୁ ରିତା ସାହୁ
