ଭଦ୍ରକ ମୁନିସିପାଲଟି ୱାର୍ଡ ନମ୍ବର ୫ ବାଘମରା ପରିସରରେ ଚାରା ରୋପଣ ଅନୁଷ୍ଠିତ ହୋଇଯାଇଛି

Date:- 19/07/2025Place:- bhadrak:- ନାରୀନେତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ‘ଏକ ପେଡ ମା କେ ନାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ମୀନତି ପଣ୍ଡା ଙ୍କ ସଂଯୋଜନାରେ ସଂଗୀତା ମହାନ୍ତି ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେପି ର ନାରୀ ନେତ୍ରୀ ଶ୍ରବଣୀ କିନ୍ନର ଯୋଗ ଦେଇ ଥିଲେ ୫ ନମ୍ବର ୱାର୍ଡ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ । ବିଭିନ୍ନ ପ୍ରକାରର ଗଛ ରୋପଣ କରିଥିଲେ । ଆମ୍ବ, ନିମ୍ବ, ଚାମୁଣ୍ଡା,ଦେବଦାରୀ, ନଡ଼ିଆ, ଗୁଆ, ଗଛ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ କୁନି ଦାସ,କୁନି ସିଂ ଶାନ୍ତି ଲତା ସାହୁ, ବୈଜୟନ୍ତୀ ଖୁଣ୍ଟିଆ, ସୁଭଦ୍ରା ଦାସ,ମାତାଜୀ ଦାସ,ମନୋରମା ବେହେରା, ସରସ୍ବତୀ ଦାସ, ଜୀତେନ୍ଦ୍ର ପଣ୍ଡା ସରସ୍ଵତୀ ମଲ୍ଲିକ ତତ୍ତ୍ଵାବଧାନରେ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି “ଏକ ପେଡ ମାଁ କେ ନାମ ” ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *