ହିନ୍ଦୁ ଧର୍ମ କୁ କୁଠାର ଘାତ

ହିନ୍ଦୁ ଧର୍ମ କୁ କୁଠାର ଘାତ କରିଥିବା କୋକାକୋଲା କମ୍ପାନୀ ନାଁ ରେ ପୁରୀ ସିଂହଦ୍ୱାର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି, ଆମ ଆଦମି ପାର୍ଟି, kinley ପାଣି ବୋତଲ ରେ ସଂକୀର୍ତନ ର ଲେବୁଲ ଲଗାଇ ବଜାର ରେ ବିକ୍ରି କରୁଥିବା ହେତୁ, ଜଗନ୍ନାଥ ଙ୍କ ସଂକୃତି ଓ ପରମ୍ପରା ଉପରେ ଏକ ଶକ୍ତ କୁଠାରଘାତ କରାଯାଇଛି, ପାଣି ପିଇ ବୋତଲ କୁ ରାସ୍ତା ରେ ଫୋପାଡ଼ି ଦିଆ ଯାଉଛି,,

ସେହି ବୋତଲ କୁ ପାଦରେ ଚକଟି ହୋଇ ନଷ୍ଟ ହେଉଛି,, ହିନ୍ଦୁ ଧର୍ମ କୁ କମ୍ପାନୀ ତରଫରୁ ଏକ ଶକ୍ତ କୁଠାରଘାତ କରାଯାଇଥିବା ହେତୁ ସେହି କମ୍ପାନୀ ର ନିର୍ଦେଶକ ଓ ମାଲିକ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିବେଦନ କରିଛନ୍ତି ଆମ ଆଦମି ପାର୍ଟି

Leave a Reply

Your email address will not be published. Required fields are marked *