ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ

ପୁରୀ ବାଲିଘାଟ ଛକ ନିକଟରେ ମହାଶକ୍ତି ଚିତ୍ରେଶ୍ଵରୀ ନାମକ କ୍ୟାଣ୍ଟର ( OR 02 BX 0421) ଧକ୍କାରେ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ ହେଉଛନ୍ତି କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ କଅଁରପୁର ଗ୍ରାମର ହରିହର ପ୍ରଧାନ (୨୮)। କୋଣାର୍କ ଖବର।#accident #RoadAccident #death #puri

Leave a Reply

Your email address will not be published. Required fields are marked *