ଓଡ଼ିଶାର ଅନନ୍ୟ କୃତି ବୋଲି ଅଭିହିତ
ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାର ଓଡ଼ିଶା ଗସ୍ତରେ ଆସିଥିବା ଅଧିକାରଗଣ ଆଜି ବୟନିକାଠାରେ ଓଡ଼ିଶାର ବୟନ ସଂସ୍କୃତିର ଅପୂର୍ବ ଝଲକ ଦେଖି ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟର ବିଭିନ୍ନ ଅଂଚଳର ଶାଢ଼ୀ ବିଷୟରେ ଜ୍ଞାନ ଆହାରଣ କରିବା ସହ ଏହାକୁ ଓଡ଼ିଶାର ଅନନ୍ୟ କୃତି ବୋଲି ଅଭିହିତ କରିଥିଲେ ।
