ନକ୍ସଲ_କମାଣ୍ଡରକୁ_ଏନ୍‌କାଉଣ୍ଟର

#ନକ୍ସଲ_କମାଣ୍ଡରକୁ_ଏନ୍‌କାଉଣ୍ଟର
-ଉତ୍ତର ପ୍ରଦେଶ ATS ଗୁଳିରେ କୁଖ୍ୟାତ ନକ୍ସଲ କମାଣ୍ଡର ନିହତ
-ବାରଣାସୀରେ ନକ୍ସଲ କମାଣ୍ଡର ବ୍ରିଜେଶ ଗଞ୍ଝୁ ନିହତ
-ବ୍ରିଜେଶ ମୁଣ୍ଡ ଉପରେ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା
-ଝାଡ଼ଖଣ୍ଡର ନିଷିଦ୍ଧ ସଂଗଠନ ‘ତୃତୀୟ ପ୍ରସ୍ତୁତି କମିଟି’ (TPC)ର ମୁଖ୍ୟ ଥିଲା
-ଅନେକ ମାମଲାରେ ବ୍ରିଜେଶକୁ ‘ୱାଣ୍ଟେଡ୍’ ଘୋଷଣା କରିଥିଲା NIA

Leave a Reply

Your email address will not be published. Required fields are marked *