ସ୍ୱାୟତ୍ତ ଶାସନ ଦିବରେ ବିଧାୟକଙ୍କ କରକମଳ ରେ ଉଦଘାଟନ କଲେ ଘୋଷ ପୋଖରୀ ପୁନଃ ଉଦ୍ଦାର

ସ୍ୱାୟତ୍ତ ଶାସନ ଦିବରେ ବିଧାୟକଙ୍କ କରକମଳ ରେ ଉଦଘାଟନ କଲେ ଘୋଷ ପୋଖରୀ ପୁନଃ ଉଦ୍ଦାର l

ଜଗତସିଂହପୁର – ତା ୩୦. ୮. ୨୫- ଜଗତସିଂହପୁର ମୁନିସିପାଲିଟି ୧୭ ନଂ ୱାର୍ଡରେ ଥିବା ପୁରାତନ ଘୋଷ ପୋଖରୀର ପୁନଃ ଉଦ୍ଧାର ଯୋଜନାରେ ପୋଖରୀର ନବୀକରଣ ଘାଟ ନିର୍ମାଣ ଯାହାକି ଦେଉଳିଗ୍ରାମେଶ୍ବର ଗ୍ରାମର ଜନସାଧାରଙ୍କ ଉନ୍ନତି ପାଇଁ କାଉନ ସିଲର ଦେବାଶିଷ ସ୍ବାଇଙ୍କ ପ୍ରଚେଷ୍ଟାରେ ସମ୍ପୂର୍ଣ ହୋଇଛି ପୋଖରୀ କାର୍ଯ୍ୟ, ଯାହାକି ଆଜି ସ୍ୱୟତ ଶାସନ ଦିବସରେ ମାନ୍ୟବର ବିଧାୟକ ଅମରେନ୍ଦ୍ର ଦାସ ଏହାକୁ ଉଦଘାଟନ କରିଥିବା ବେଳେ, ମୁଖ୍ୟ ଅତିଥି ଭତ୍ସବେ ମୁନିସିପାଲିଟି ଅଧକ୍ଷା ଶ୍ରୀମନ୍ତି ଅର୍ଚନା ସିଂ, ପୌରାହିତ ଶ୍ରୀମନ୍ତି ସୀମା ଜେନା, ଯନ୍ତ୍ରୀ ମାନସ ରଂଜନ ପାଲ ଓ ଦୀପ୍ତି ରଂଜନ ମହାନ୍ତି, ଙ୍କ ସମେତ ପୌର ପରିଷଦର ସମସ୍ତ କାଉନ ସିଲର ସଦସ୍ୟ. ସଦସ୍ୟା ଯଥା ମିନାକ୍ଷୀ ବେହେରା, ମିଲି ସେଠୀ, ଜୟନ୍ତୀ ମହାଲ, ସୋନାଲି ସିଂ, ନମିତା ସାହୁ, ସୌଭାଗ୍ୟଲଷ୍ମୀ ରଥ, ଗୋଲାମ ଅଲ୍ଲୀ ଖାଁ, କିରନକାନ୍ତି ଦାସ, ଜଗତାନନ୍ଦ ପଢ଼ିହାରୀ, ସୁମନ୍ତ ସେଠୀ, ଧୀର ଦାସ, ପ୍ରଭାତୀ ସାହୁ, ସବିତା ପ୍ରଧାନ, ମନୋଜ ମହାନ୍ତି, ଅନାମ ସେଠୀ, ଦେବାଶିଷ ସ୍ୱାଇଁ, କାଞ୍ଚି ପରିଡା, ଦିପ୍ତୀରଂଜନ ସାହୁ, ଓଁ ଶ୍ରୀ ସତ୍ୟପ୍ରକାଶ, ବିଧାୟକ ପ୍ରତିନିଧି ଶୁଶାନ୍ତ ସ୍ୱାଇଁ ଓ ଗ୍ରାମର ଯୁବ ବର୍ଗ ଉପସ୍ଥିତ ରହି ଉଦଘାଟନୀ ଉତ୍ସବକୁ ସଫଳ କରିଥିଲେ l
ଫଟୋ ଅଛି )

Leave a Reply

Your email address will not be published. Required fields are marked *