ମଙ୍ଗଳ ପୁର ଠାରୁ ବିଲଣା ରାସ୍ତା ଏବଂ କଲ୍ୟାଣୀ ଠାରୁ କୋଠାର ରାସ୍ତା ର ଉନ୍ନତିକରଣ
ଭଦ୍ରକ ଜିଲ୍ଳା ଧାମନଗର ବ୍ଲକ୍ ଅନ୍ତର୍ଗତ ମଙ୍ଗଳ ପୁର ଠାରେ ମଙ୍ଗଳ ପୁର ଠାରୁ ବିଲଣା ରାସ୍ତା ଏବଂ କଲ୍ୟାଣୀ ଠାରୁ କୋଠାର ରାସ୍ତା ର ଉନ୍ନତିକରଣ ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୁରଜ ଙ୍କ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ସେଠାରେ ସମସ୍ତ ଦଳୀୟ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଉପସ୍ଥିତ ହୋଇ ମାନ୍ୟବର ମନ୍ତ୍ରୀ ମହୋଦୟ ସମସ୍ତ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ର ବାର୍ତ୍ତା ପ୍ରେରଣ କରିଥିଲେ।
