ନାରାୟଣୀ ଫୁଟବଲ୍ ଦଳ ଚାମ୍ପିଅନ ।

କନ୍ଧମାଳ ତା ୩୧/୦୮/୨୦୨୫ ଫୁଲବାଣୀ ଚଳିତ ବର୍ଷ ଫୁଲବାଣୀ ପୌରପରିଷଦ ତରଫରୁ ଫୁଲବାଣୀ ପୋୖର ପରିଷଦ କାର୍ଯ୍ୟାଳୟ ଠାରେ ନିଖିଳ ଭାରତ ଶ।ୟତ ଶାସନ ଦିବସ ପାଳନ କରାଯାଇଅଛି ।ନିର୍ବାହୀ ଅଧିକାରୀ ଶ୍ରୀ ସମରେଶ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ୨୦୦୮ ମସିହାରେ ଏହା ଏନ୍ ଏ ସି ରୁ ପୌରପରିଷଦ ହେଇଥିବା କଥା କହିଥିଲେ । ସରକାର ସହରର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଦେଇଥିବା କଥା କହିଥିଲେ । ସହରରେ ଗାଈ ମାନଙ୍କ ସୁରକ୍ଷା ପାଇଁ ଗୋଶାଳା ତିଆରି କରିଥିବା କଥା କହିଥିଲେ । ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲା ପାଳ ବେଦ ରଞ୍ଜନ ସହରକୁ ସଫା ସୁତାର ରଖିବା ପାଇଁ ଜନ ସାଧାରଣ ଙ୍କୁ କହି ଥିଲେ । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ପ୍ରକଳ୍ପ ନିର୍ଦ୍ଦେଶକ ଶମ୍ଭୁନାଥ ନନ୍ଦୀ ,ପି ଏ ଆ ଟି ଡି ଏ ଶ୍ରୀ ଗ ଦା ଧର ପାତ୍ର ଭାଜପା କେନ୍ଦ୍ରୀୟ ପରିଷଦ ସଭ୍ୟ ଶ୍ରୀ ସଂଜି ତ ମଣ୍ଡଳ, ଫୁଲବାଣୀ ପୋୖର ପରିଷଦର ଅଧକ୍ଷ। ଶ୍ରୀ ମତୀ ପାୟେଲ ବେହେରା ଉପସ୍ଥିତ ଥିଲେ ।ଏହି ପରି ପ୍ରେଖିରେ ସ୍ଥାନୀୟ କୋରାନେସନ୍ ଖେଳ ପଡ଼ିଆରେ ଦୁଇଦିନିଆ ଫୁଟବଲ ମ୍ୟାଚ ଆୟଜନ କରାଯାଇଥିଲା । ଏହି ମ୍ୟାଚ୍ ରେ ସମୁଦାୟ ଆଠ ଗୋଟି ଦଳ ଭାଗ ନେଇଥିଲେ । ସେମି ଫାଇନାଲ ରେ ନାରାୟଣୀ ,ଫୁଟବଲ ଆସ ସିଆନ୍, ବୁଡାଦ।ନି,ଓ କ୍ରୀଡ଼ା ଛାତ୍ର ବାସ କନ୍ଧ ମାଳ ମଧ୍ୟରେ ଦୁଇଟି ସେମି ଫାଇନାଲ ହୋଇଥିଲା ପ୍ରଥମ ସେମିଫ।ଇନାଲ୍ ନାରାୟଣୀ ଦଳ(ଜିରିଂପଡ।) ଓ ଫୁଟବଲ୍ ଅ।ସସି ଅନ ମଧ୍ୟରେ ହୋଇଥିଲା ନାରାୟଣୀ ଦଳ ବିଜେତା ହଇ ଫାଇନାଲ କୁ ଉତିନ୍ନ ହଇଥିଲା । ଦୂତିୟ ସେମି ଫାଇନାଲ ରେ ଜିଲ୍ଲା କ୍ରୀଡା ସାଂସଦ ଓ ବୁଡାଦନି ଦଳ ମଧ୍ୟରେ ହେ।ଇଥିଲା ଉକ୍ତ ମ୍ୟାଚ୍ ରେ ଜିଲ୍ଲା କ୍ରୀଡା ସଂସଦ ଦଳ ବୁଡା ଡାନିକୁ ପରାସ୍ତ କରିସିଧା ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇ ନାରାୟଣୀ (ଜିରିଁପଡ।) ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ହୋଇଥିଲା ।ଫାଇନାଲ ମ୍ୟାଚ ରେ ନାରାୟଣୀ ଦଳ ୩-୦ଗୋଲ୍ ରେ ଜିଲ୍ଲା କ୍ରୀଡା ସାଂସଦ ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇ ଚତୁର୍ଥ ଥର ପାଇଁ ଏହି ଦୁଇ ଦିବସୀୟ ସ୍ଵୟତ ଶାସନ ଦିବସ ମ୍ୟାଚ୍ ରେ ଚାମ୍ପିଅନ ହୋଇଥିଲା ।ଏହି ଖୁସି ରେ ନାରାୟଣୀ (ଜିରିଂପଡ।) ଦଳ ସମସ୍ତ କର୍ମକର୍ତ୍ତା ପଡିଆ ମଧ୍ୟରେ ବିଜୟ ଟ୍ରଫି କୁ ଧରି ବୁଲୁଥିଲେ । ସଂଧ୍ୟାରେ ଉକ୍ତ ଟ୍ରଫି କୁ ନେଇ ମା ନାରାୟଣୀ ଙ୍କ ଜୟ ଗାନ କରି ମୋଟର ସାଇକଲ ରାଲି କରିଥିଲେ ।ଏହି ଖୁସି ମହର୍ତ ରେ ଜିରିଂପଡ। ଗ୍ରାମ କମିଟି ,ଯାତ୍ରା କମିଟି,ଓ ଗ୍ରାମର ଯୁବକ ମାନେ ଖୁସି ଜାହିର କରି କମିଟିର,ସଭାପତି ସୁଜିତ୍ ବେହେରା , ଉପସଭାପତି ପାର୍ଥ ସାରଥୀ ବିଶ୍ଵାଳ,ଯୁବକ ସଂଘ,ମନ୍ଦିର କମିଟିର ସଭାପତି ଶ୍ରୀ କରମ୍ ବେହେରାକୁ ପଚାରିବାରୁ ଗ୍ରାମ ସମସ୍ତ ଯୁବକ ବିଶେଷ କରି ଯୁବନେତା ବିକ୍ରମ ବେହେର, ପାଞ୍ଚିଲ୍ ବେହେରା, ବାବୁଲା ବେହେରା ଓ ଅନ୍ୟାନ୍ୟ ଯୁବକ ମାନଙ୍କ ଚେଷ୍ଟାରେ ଏହି ସଫଳତା ପାଇଥିବା କଥା କହିଥିଲେ । ଗ୍ରାମ କମିଟି ସଭାପତି ସୁଜିତ୍ ବେହେରା ଏହି ଟ୍ରଫି ଆମ ଦଳ ଚଳିତ ଥର ମିଶାଇ ଚାରି ଥର ଚାମ୍ପିଅନ ଯାଇଥିବା କହିଥିଲେ ।କମିଟିର ଉପ ସଭାପତି ଶ୍ରୀ ପାର୍ଥ ବିଶ୍ଵାଳ ନାରାୟଣୀ ଫଳ ଏହି ସ୍ଵୟତ ଶାସନ ଫୁଟବଲ୍ ଟୁର୍ଣ୍ଣାମେଣଟରେ ଭଲ ଖେଳ ପଦର୍ଶନ କରି ଜିତି ଟ୍ରଫି ଜିତିଛି ଓ ଆମ ଦଳରେ ବହୁତ ଭଲ ଖେଳାଳି ଓ ଦକ୍ଷ ଖେଳାଳି ପ୍ରକୁତ ଖେଳ ଖେଳି ଚାମ୍ପିଅନ ହାଇଥିବ କଥା କହିଥିଲେ ।

Leave a Reply

Your email address will not be published. Required fields are marked *