ଆଉଟସୋର୍ସ କର୍ମଚାରୀଙ୍କ ଦାବୀ ରଖିଥିଲେ ଜିଲ୍ଲାପାଳ ଙ୍କ ଅଫିସ୍ ସମ୍ମୁଖରେ

ସରକାର ସମୟ ରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟ ରେ ବିରୋଧୀ ଦଳ ରେ ଥିବା ବିଜେପି ର ମୋହନ ଚରଣ ମାଝୀ ଆଉଟସୋର୍ସ କର୍ମଚାରୀଙ୍କୁ କହିଥିଲେ ଆମ ସରକାର ଆସିଲେ ଏକ ବଡ଼ ନିଷ୍ପତ୍ତି ନେବେ ବୋଲି କହି ଥିଲେ ସରକାର ପରିବର୍ତ୍ତନ ହେଲା କିନ୍ତୁ ମୋହନ ଚରଣ ମାଝୀ ସରକାର ଏକ ବର୍ଷ ପାଞ୍ଚ ମାସ ଶାସନ ରେ ରହି ମଧ୍ୟ କୈାଣସି ପଦକ୍ଷେପ ନାହିଁ ଆଜି ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଶୋର ଉଠାଇଛନ୍ତି ଏହି ଆନ୍ଦୋଳନରେ ଆଉଟସୋର୍ସ ର ସଭାପତି ଅଶିମାନଦ ରାୟ ଜିଲ୍ଲା ସେକ୍ରେଟାରୀ ଖିରୋଦ ବଳ , ସଂଘ ର ସେକ୍ରେଟାରୀ ଅଶୋକ ବଳ ମିଡ଼ିଆ କୋ ଅଡିନେଟର ରାକେଶ ନାୟକ ସୋଲମାନ ଅକତର ଜୟ ପ୍ରକାଶ ଦାସ , ରତ୍ନାକର ବେହେରା,ଯୋଗଶମିତା ନାୟକ, ସ୍ମୃତି ରେଖା ମହାପାତ୍ର, ରଶ୍ମି ରାଣୀ ଦାସ,ସରତ କୁମାର ଜେନା, । ନିଷ୍ପତ୍ତି ଅନୁଯାୟୀ, ଆଉଟସୋର୍ସ କର୍ମଚାରୀଙ୍କ ପିଏଫ୍ ଏବଂ ଦରମା ବିଷୟରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଆଉଟସୋର୍ସ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *