ପୁରୀ ସେନାପତିବଗିଚା ସିଦ୍ଧପୀଠରେ ପବିତ୍ର ଶ୍ରୀଭାଗବତ ଜନ୍ମୋତ୍ସବ ଗ୍ରନ୍ଥପୂଜା ଓ ହୋମ ସହିତ ଅନୁଷ୍ଠିତ

ପୁରୀ ସେନାପତିବଗିଚା ସିଦ୍ଧପୀଠରେ ପବିତ୍ର ଶ୍ରୀଭାଗବତ ଜନ୍ମୋତ୍ସବ ଗ୍ରନ୍ଥପୂଜା ଓ ହୋମ ସହିତ ଅନୁଷ୍ଠିତ ହୋଇଛି। ପଣ୍ଡିତ ଦେବୀପ୍ରସାଦ ତ୍ରିପାଠୀ ଓ ମନ୍ଦିରପୂଜକ ନିରଞ୍ଜନ ପଣ୍ଡା ପୂଜାବିଧି ସହ ଭାଗବତ ପାଠ କରିଥିଲେ। ସାହି ସଭାପତି ଶ୍ରୀ ନାରାୟଣ ଜେନା ଓ ସଦସ୍ୟ କୈଳାସ ଚନ୍ଦ୍ର ଟିକାୟତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *