ଚୋରା ମଦ ଗାଡ଼ିରେ ନେଉଥିଲା ବେଳେ ଧରି ନେଲା
ଚୋରା ମଦ ଗାଡ଼ିରେ ନେଉଥିଲା ବେଳେ ଧରି ନେଲା ଅବକାରୀ ଟିମ୍ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ନୁଆପୋଖରି ବଜାର ନିକଟରୁ ଟିଭିଏସ ସ୍କୁଟି ସହ 3.780 ଲିଟର ମଦ ଜବତ କଲା ତିର୍ତ୍ତୋଲ ଅବକାରୀ ଟିମ୍ । ପଣ୍ଡୁଆ ପଞ୍ଚାୟତ ର ନପଙ୍ଗ ଗ୍ରାମର ପ୍ରମୋଦ ମହାନ୍ତି ଚୋରା ମଦ ନେଉଥିଲା ବେଳେ ଧରିଲା ଅବକାରୀ ଟିମ୍ । ଆଇ. ଆଇସି ସମିତା ପଣ୍ଡା ସୂଚନା ଦେଇଛନ୍ତି।
