ଅକ୍ଟୋବରରେ_ଖୋଲିପାରେ_ଶ୍ରୀଗୁଣ୍ଡିଚା_ମନ୍ଦିର
#ଅକ୍ଟୋବରରେ_ଖୋଲିପାରେ_ଶ୍ରୀଗୁଣ୍ଡିଚା_ମନ୍ଦିର-ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲିପାରେ ଶ୍ରୀଗୁଣ୍ଡିଚା ମନ୍ଦିର-ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିପାରେ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ-ପରିଚାଳନା କମିଟି ମୋହର ପରେ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର-ଶ୍ରୀଗୁଣ୍ଡିଚା ମନ୍ଦିରରେ ଦିବ୍ୟାଙ୍ଗ ଦର୍ଶନ ପାଇଁ ହେବ ରାମ୍ପ ବ୍ୟବସ୍ଥା-ଗୁଣ୍ଡିଚା ମନ୍ଦିର ଭିତରେ ଉନ୍ନୟନମୂଳକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି-ବରିଷ୍ଠ ନାଗରିକ, ଶିଶୁଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ପ୍ରବେଶ ସମ୍ପୂର୍ଣ୍ଣ ନିଃଶୁଳ୍କ l
