ପାର୍ବଣ ଋତୁରେ ଭରପୁର ଅଫର ଆଣିଛି ଓମ୍ ସାଇ ସୁଜୁକି

ପାର୍ବଣ ଋତୁରେ ଭରପୁର ଅଫର ଆଣିଛି ଓମ୍ ସାଇ ସୁଜୁକି

କେନ୍ଦ୍ର ସରକାରଙ୍କ ଜି.ଏସ.ଟି. ହ୍ରାସ ଘୋଷଣା ପରେ, ବାଇକ୍ ମୂଲ୍ୟ ହଠାତ୍ ହ୍ରାସ ପାଇଛି। ଫଳସ୍ୱରୂପ, ବିଭିନ୍ନ କମ୍ପାନୀ ବଜାରରେ ବିଭିନ୍ନ ଡିଜାଇନ୍ ଏବଂ ମଡେଲ୍ ସହିତ ବାଇକ୍ ପ୍ରଚଳନ କରୁଛନ୍ତି। ତେବେ ଓମ୍ ସାଇ ସୁଜୁକି, ଯାଜପୁର ରୋଡ଼ ର ପରିଚାଳକ ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି ଯେ ପାର୍ବଣ ଉପଲକ୍ଷେ ଓମ୍ ସାଇ ସୁଜୁକି ତାର ସମସ୍ତ ଗାଡ଼ି ଉପରେ ଗ୍ରାହକ ମାନଙ୍କ ପାଇଁ ସୁନିଶ୍ଚିତ ଉପହାର ରଖିଛି l ସେପଟେ ସୁଜୁକି ଟେକନୋଲୋଜି ଓ ଡିଜାଇନ୍ ରେ ଅନେକ ବିଶେଷ ବୈଶିଷ୍ଟ୍ୟ ରହିଛି ଯାହାକି ସୁଜୁକି ଉତ୍ପାଦକ ଗୁଡ଼ିକ ସର୍ବଦା କେବଳ ଆମ ଆଶା ନୁହେଁ ବରଂ ଆମ ଗ୍ରାହକଙ୍କ ଆଶାକୁ ମଧ୍ୟ ପୂରଣ କରିଥାଏ ବୋଲି ଓମ୍ ସାଇ ସୁଜୁକି ର ନିୟୋଜକ ବିପିନ କୁମାର ସାହୁ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *