ସ୍ୱଚ୍ଛତା ‌ହଁ ସେବା

ସ୍ୱଚ୍ଛତା ‌ହଁ ସେବା
ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ।
ତା୨.୧୦.୨୦୨୫.
ନୟାଗଡ଼ ।
ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ର ମିଳିତ ସହଯୋଗ ରେ ଆୟୋଯିତ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଲାଲ ବା ହା ଦୂର shastree ଙ୍କ ଜୟନ୍ତୀ ସହିତ ସ୍ଵଚ୍ଛ ତା ଉତ୍ସବ ର ଆଜି udjapani ସମାରୋହ ଅନୁଷ୍ଠିତ ହୋଇଯାଇଛି.
ପ୍ରାତଃ ୪.୩୦ ମିନିଟ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ତରଫରୁ ରାମଧୁନ ସଙ୍ଗୀତ ପରିବେଷଣ କରାଯାଇ ନୟାଗଡ଼ ସହର ପରିକ୍ରମା କରିଥିଲା । ସକାଳ ୮.୫୦ ମିନିଟ ସମୟରେ ତ୍ରିନାଥ ଛକରେ‌ ଅବସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ସକାଳ ୯.୦୦ ଘଣ୍ଟା ସମୟରେ ପ୍ରାଣୀ ସାମନ୍ତ ଅଡିଟୋରିୟମରେ ଏକ ବୈଠକ ଅନୁଷ୍ଠିତ ସୋଇଥିଲା । ଏଥିରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଥିବା ବେଳେ
ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଇ. ଦେବାଶିଷ ପଟ୍ଟନାୟକ, ଅଧ୍ୟକ୍ଷା, ମୁନିସପାଲିଟି ନୟାଗଡ଼ ନିରୁପମା ଖଟେଇ ,ଏବଂଊପାଧ୍ୟକ୍ଷ ,ମୁନିସିପାଲିଟି ନୟାଗଡ଼ ଗୁରୁପ୍ରସାଦ ଜେନା,
ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ,
ସହିତ Councilor ମାନେ ଯୋଗ ଦେଇଥିଲେ. ବୈଠକ ର
ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇ ଥିଲା। ପରେ ପରେ ମହାତ୍ମାଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଫଟୋ ରେ ଅତିଥି ମାନେ ଷ୍ପସୁମନ‌ ଅର୍ପଣ କରିଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରିୟ ପ୍ରଦାନ କରାଯାଇ ସମ୍ଵର୍ଦ୍ଧନା କରାଯାଇଥିଲା ।
ବିଭିନ୍ନ୍ କ୍ଷେତ୍ର ରେ କୃତୀ ଛାତ୍ର ଛାତ୍ରୀ, ବ୍ୟକ୍ତି ବିଶେଷ ଙ୍କୁ ମାନ ପତ୍ର ସହିତ ପୁରସ୍କାର ପ୍ରଦାନ କରାଗଲା. ସଫେଇ mitra ଙ୍କ ସହିତ ସମୁଦାୟ 228 ଜଣ ଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ. ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ ନୟାଗଡ଼, ସ୍ନେହଲତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *