ଦୁର୍ଗାପୂଜା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ଦୁର୍ଗାପୂଜା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ଥିବା ବେଳେ ପୁରୀ ପୋଲିସକୁ କିନ୍ତୁ ମିଳିଛି ବଡ ସଫଳତା। ଡକାୟତି ଉଦ୍ୟମ କରିବା ପୂର୍ବରୁ ଟାଉନ ଥାନା ପୋଲିସ 6 ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି | ସେମାନଙ୍କ ଠାରୁ ଦୁଇଟି ମାରଣାସ୍ତ୍ର ଜବତ ସହ କାଚ ବୋତଲ ଆଦି ଜବତ କରିଛି ।

Leave a Reply

Your email address will not be published. Required fields are marked *