*ପାଇକା ନଦୀ ରୁ ଅଜଣା ମୄର୍ତଦେହ ଉର୍ଦ୍ଧାର।

ତିର୍ତ୍ତୋଲ:ପାଇକା ନଦୀ ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। କୋଲର ପଞ୍ଚାୟତ ତଣ୍ଡୁ ଡେରକଣା ଗ୍ରାମ ନିକଟ ପାଇକା ନଦୀ କୂଳରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଗ୍ରାମ ବାସି ମାନେ ତିର୍ତ୍ତୋଲ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ଓ ତିର୍ତ୍ତୋଲ ପୋଲିସ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି।ମୃତ ବ୍ୟକ୍ତି ଙ୍କ ପରିଚୟ ମିଳିନଥିବା ବେଳେ ତିର୍ତ୍ତୋଲ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *