1982 ମସିହା ମହାରାଜା ଉଚ୍ଚ ବାଳକ ବିଦ୍ୟାଳୟର ଷଷ୍ଠ ତମ ବନ୍ଧୁ ମିଳନ ର ଆୟୋଜନ

ପାରଳାଖେମୁଣ୍ଡି ତା 14.12.2025 ପାରଳାଖେମୁଣ୍ଡି ର ହୋମ ଫାର୍ମ ଠାରେ 1982 ମସିହା ମହାରାଜା ଉଚ୍ଚ ବାଳକ ବିଦ୍ୟାଳୟ ର ମାଟ୍ରିକ ବଚେ ର ଷଷ୍ଠ ତମ ବନ୍ଧୁ ମିଳନ ର ଆୟୋଜନ ହୋଇଥିଲା ଏଥିରେ 70 ଜଣ ଯୋଗଦାନ କରିଥିଲେ, ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସମସ୍ତ ବନ୍ଧୁ ମାନେ ଯୋଗଦେଇ 43 ବର୍ଷ ର ସୁମର୍ତ୍ତି କୁ ମନେ ପକାଇ ଥିଲେ.ଏହି ବନ୍ଧୁ ମିଳନ କୁ ବିବେକ ନନ୍ଦ ଗଙ୍ଗାତୟତ, ତାରିଣୀ ପତ୍ର, ଗୌର ଚନ୍ଦ୍ର ମହାପାତ୍ର, ସତ୍ୟ ସାହୁ, ସତ୍ୟନାରୟଣ ପାଣିଗ୍ରାହୀ, ଅମୁଲ୍ୟ ପତ୍ର, ଅମୁଲ୍ୟ ସାହୁ ଚିତା ଦାସ,ସତ୍ୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *