କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ପାଳନ କରାଗଲା ପ୍ରାକ ଖ୍ରୀଷ୍ଟ ଜନ୍ମ ମହୋତ୍ସବ-୨୦୨୫

କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ପାଳନ କରାଗଲା ପ୍ରାକ ଖ୍ରୀଷ୍ଟ ଜନ୍ମ ମହୋତ୍ସବ-୨୦୨୫ ।

କନ୍ଧମାଳ, ଫୁଲବାଣୀ, ସ୍ଥାନୀୟ ଫୁଲବାଣୀ ସହର କରୋନେସନ୍ ଖେଳ ପଡ଼ିଆରେ ଖ୍ରୀଷ୍ଟିଆନ୍ ଜନ କଲ୍ୟାଣ ସମାଜ, ଫୁଲବାଣୀ ବ୍ଲକ ଆନୁକୁଲ୍ୟରେ ପ୍ର।କ -ଖ୍ରୀଷ୍ଟ ଜନ୍ମ ମହୋତ୍ସବ ପାଳନ କରାଯାଇଅଛି । ସ୍ଥାନୀୟ ମଦିକୁନ୍ଦା ଛକଠାରୁ ହଜାର ହଜାର ସଂଖ୍ୟାରେ ଖ୍ରୀଷ୍ଟିଆନ୍ ଭାଇ ଭଉଣୀ ମାନେ ପ୍ରଭୁ ଯିଶୁଙ୍କ ଗୁଣଗାନ କରି ବଜାରଛକ୍ ଦେଇ କରୋନେସନ୍ ଖେଳ ପଡ଼ିଆରେ ଏକ ବିରାଟ ସଭା ଆୟଜନ କରାଯାଇଥିଲା । ଏହି ସଭାରେ ସମ୍ମାନିତ ଅତିଥି ଭାବରେ ବରିଷ୍ଟ ସାମ୍ବାଦିକ ଅରୂପ ଜେନା ଜାଗ୍ରତ କନ୍ଧମାଳ ର ପ୍ରତିଷ୍ଠାତା ବରିଷ୍ଟ ଆଇନଜୀବୀ ଶ୍ରୀ ଯୁକ୍ତ ସତ୍ୟ ନାରାୟଣ ବେହେରା,କନ୍ଧମାଳ ଜିଲ୍ଲା ପ।ଣ ସମାଜ ସଭାପତି ଶ୍ରୀ ଯୁକ୍ତ ପଙ୍କଜ ବେହେରା, ଜିଲ୍ଲା ଖ୍ରୀଷ୍ଟିଆନ୍ ଜନ କଲ୍ୟାଣ ସମାଜ ସଭାପତି ଶ୍ରୀ କ୍ଲେଶ ପ୍ରଧାନ, (ସମ୍ମାନିତ ଅତିଥି), ସମ୍ପାଦକ ଆଚାର୍ଯ୍ୟ- ପ୍ରଶାନ୍ତ କୁମାର ଦାସ, ଖୀଷ୍ଟିଆନ ଜନକଲ୍ୟାଣ ସମାଜ ଫୁଲବାଣୀ ବ୍ଲକ, ବିଭିନ୍ନ ମଣ୍ଡଳୀରୁ ପ।ଳକ,କର୍ମକର୍ତ୍ତା ଏବଂ ସମସ୍ତ ବିଶ୍ବାସୀ, ବିଶ୍ଵ।ସିନୀ ଙ୍କୁ ସ୍ବାଗତ ଏବଂ ସୁବେଛା ଜ୍ଞାପନ କରାଯାଇଥିଲା ।ଏହିଠାରେ ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟ-ଦୀନବନ୍ଧୁ ନାୟକ (ଦିଲ୍ଲୀ), ଜଗଦ।ନ କରି ପ୍ରଭୁ ଯୀଶୁଙ୍କ ବିଷୟରେ ଯୀଶୁ କିଏ ସେ ଏହି ଧର।ପୃଷ୍ଟ କୁ କାହିଁକି ଆସି ଥିଲେ ।ମାନବ ସମାଜ ପ୍ରତି ପ୍ରଭୁ ଙ୍କ କଣ ସବୁ ବାର୍ତ୍ତା ଥିଲା ତାହା ବୁଝାଇଥିଲେ ।ଏହି ଠାରେ ମଞ୍ଚ ପରିଚାଳନା ଆଚାର୍ଯ୍ୟ ପ୍ରବୀଣ କୁମାର ନାୟକ କରିଥିଲେ । ଆଚାର୍ଯ୍ୟ ସୂର୍ଯ୍ୟ ନାରାୟଣ ବେହେରା ଜିଲ୍ଲାର ଫୁଲବାଣୀ ବ୍ଲକ ରେ କାର୍ଯ୍ୟ ପରିଚାଳନା କରୁଥିବା ସମସ୍ତ ପାଳକ ମାନଙ୍କୁ ମଞ୍ଚ ଉପରକୁ ଡାକି ସେମାନଙ୍କୁ ନିଜର କାର୍ଯ୍ୟ ଶୈଳୀ ନିମନ୍ତେ ପ୍ରଶଂସା କରିଥିଲେ । ଏହି ଠାରେ ସମସ୍ତେ ପ୍ରଭୁ ଯୀଶୁଙ୍କ ଉଦ୍ଦେଶ୍ୟରେ ପ୍ରଥନା କରିଥିଲେ। ପରେ ପରେ ଦାନ ସଂଗ୍ରହ କରାଯାଇଥିଲା ।ଏହି ଠାରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା। ଝିଅ, ପୁଅ ମାନେ ଖୁସିରେ,ନ।ଚ, ଗୀତ କରି ପ୍ରଭୁଙ୍କ ବଡ଼ ଦିନ ଶୁଭାରମ୍ଭ କରିଥିଲେ । ଆସନ୍ତା ଡ଼ିସେମ୍ବର ୨୫ ତାରିଖରେ ଜିଲ୍ଲାରେ ପ୍ରତି ବ୍ଲକ, ପଞ୍ଚାୟତ,ଓ ଗାଁ, ଗାଁ ରେ ଏହିଦିନ ବହୁ ଧୁମ୍ ଧାମରେ ପାଳନ କରିବା ପାଇଁ ସମସ୍ତ ଅତିଥି ,ଓ ପ୍ରଭୁ ବିଶ୍ବାସୀ, ବିଶ୍ୱାସୀନୀ ମାନେ କହିଥିଲେ । ଏବଂ ସମସ୍ତ ଉପସ୍ଥିତ ଅତିଥି, ସମ୍ମାନିତ ଅତିଥି, ପାଳନ, କର୍ମ କର୍ତ୍ତା, ବିଶ୍ବାସୀ ଓ ବିଶ୍ବାସୀ ନୀ ମାନଙ୍କ ପାଇଁ ଖାଦ୍ୟ ର ବ୍ୟବସ୍ଥା କରାଯିବ।ର ଦେଖିବାକୁ ମିଳିଥିଲା । କାର୍ଯ୍ୟ କ୍ରମରେ ଦୂ ତୀ ୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଭାଗ ନେଇଥିବା ବ୍ୟକ୍ତି ମ।ନଙ୍କୁ ମଞ୍ଚକୁ ଡାକି ପାଳକ-ବନମାଳୀ ଦିଗାଲ,ପ୍ରଦୀପ ଦିଗାଲ,ଇନ୍ଦିରା ସୁନ୍ଦର୍, ପୁଷ୍ପିତ ରାଉତ ସେମାନଙ୍କୁ ଶୁଭେଚ୍ଛା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *