ସି.ଏସ.ସି. କମ୍ପ୍ୟୁଟର୍ ଷ୍ଟଡି ଆଣ୍ଡ କୋଚିଙ୍ଗ ଏକାଡେମୀ ଛାତ୍ର, ଛାତ୍ରୀ ମାନଙ୍କର ଅଷ୍ଟମ ତମ ବାର୍ଷିକ ବଣଭୋଜି।

ସି.ଏସ.ସି. କମ୍ପ୍ୟୁଟର୍ ଷ୍ଟଡି ଆଣ୍ଡ କୋଚିଙ୍ଗ ଏକାଡେମୀ ଛାତ୍ର, ଛାତ୍ରୀ ମାନଙ୍କର ଅଷ୍ଟମ ତମ ବାର୍ଷିକ ବଣଭୋଜି।ରଘୁନାଥପୁର -ତା:୨୨:୧୨: ରିଖ::–ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଏକ ସରକାରୀ ସ୍ବୀକୃତି ପ୍ରାପ୍ତ ସି.ଏସ.ସି. କମ୍ପ୍ୟୁଟର ଷ୍ଟଡି ଆଣ୍ଡ କୋଚିଙ୍ଗ ଏକାଡେମୀ ର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ଗତ ରବିବାର ଶିଲୋ ମହାନଦୀ ପଠା ରେ ଅଷ୍ଟମ ବାର୍ଷିକ ବଣଭୋଜି ଆୟୋଜନ ହୋଇଯାଇଥିଲା। ଏଠାରେ ସୁଚନା ଥାଉ କି ଏହି କାର୍ଯ୍ୟକ୍ରମରେ ଛାତ୍ର, ଛାତ୍ରୀ ମାନେ ନାଚ, ଗୀତ ପରିବେଷଣ କରିଥିବାବେଳେ ଶିକ୍ଷା ଅନୁଷ୍ଠାନ ର ପରିଚାଳକ ଓ ନିର୍ଦ୍ଦେଶକ ଆଶିଷ କୁମାର ଦାସ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ବେବୀତା ସାହୁ ଶାନ୍ତି ଶୃଂଖଳାର ସହ ପରିଚାଳନା କରିଥିଲେ। ପରିଶେଷରେ ଏହି ଭୋଜି ଉସ୍ବବ ଟି ଶାନ୍ତି ଶୃଂଖଳା ସହ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *