ଓଡିଶା ରାଷ୍ଟ୍ରବାଦୀ ସଙ୍ଘ ର ଶିର୍ଲୋ ଠାରେ ସାଧାରଣତନ୍ତ୍ର ଦିବସ ପାଳନ

ରଘୁନାଥପୁର ତା ୨୭:୧ ରିଖ:-ରଘୁନାଥପୁର ବ୍ଲକ ନିକଟସ୍ଥ ବ୍ରହ୍ମଣଖଣ୍ଡ ପବିତ୍ର ପାଣ୍ଡଵ ଘାଟ ଠାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ଉକ୍ତ ଉତ୍ସବରେ ଶିର୍ଲୋ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ମାଡ଼େଳୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଧାରଣ ତନ୍ତ୍ର ଦିବସ ଉପରେ ନିଜର ମାତବ୍ୟାକ୍ତ କରିଥିଲେ RSS କର୍ମ କର୍ତ୍ତା ମାନେ ଯୋଗ ଦେବା ସହ ନିଜର ମତ ବ୍ୟାକ୍ତ କରିଥିଲେ ଏକ ସ୍ୱରରେ ଦେଶ ଓ ରାଜ୍ୟର ବିକାଶ ରେ ସମସ୍ତଙ୍କୁ ଜଡିତ ହେବାପାଇଁ

ଆବାହନ୍ନ ଦେଇଥିଲେ. ଉକ୍ତ ଉତ୍ସହର ସାଧୁବାଟ ଆବାସ ର ସମସ୍ତ ଛାତ୍ର ଛାତ୍ରୀ ପ୍ରଧାନ ଗିରୁଜି ଓ ଗୁରୁ ମା ଙ୍କ ଦ୍ଵାରା ଜାତୀୟ ସଂଗୀତ ଗାନ କରାଯାଇଥିଲା ଏବଂ କୁନି କୁନି ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ଏହି ମହତ୍ୱ କାର୍ଯ୍ୟକୁ ଗ୍ରାମ ବାସି ପ୍ରଂଶସା କରିଥିଲେ

Leave a Reply

Your email address will not be published. Required fields are marked *