ଉଦଳା ଡାକ୍ତଖାନା ପରିସର ରେ ମାଗୁଣି ଚାରଣ ବିଶ୍ୱାଳ ଓ ଶାନ୍ତିଲତା ବିଶ୍ୱାଳ ଙ୍କ ସ୍ମୃତି ରେ ଆଧୁନିକ କ୍ୟାବିନ ଉଦଘାଟିତ

ଉଦଳା ତା ୩୦/୧/୨୬ ଉଦଳା ଡାକ୍ତରଖାନା ପରିସର ମଧ୍ୟରେ ମାଗୁଣି ଚାରଣ ବିଶ୍ୱାଳ ଓ ତାଙ୍କ ଧର୍ମପତ୍ନୀ ଶାନ୍ତଲତା ବିଶ୍ୱାଳ ଙ୍କ ସ୍ମୃତି ରେ ପରିବାର ତରଫରୁ ଡାକ୍ତର ଖାନା କୁ ଏକ ଅତ୍ୟାଧୁନିକ କ୍ୟାବିନ ସମର୍ପିତ କରାଯାଇଅଛି l

ଉକ୍ତ କ୍ୟାବିନ ଟିକୁ କପ୍ତିପଦା ଉପଖଣ୍ଡ ର ଉପ ଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ଉଦଘାଟନକରିଥିବା ବେଳେ ସମ୍ମାନୀୟ ଆତିଥ ଭାବରେ ଉଦଳା ବିଜ୍ଞପିତା ଅଞ୍ଚଳ ପରିଷଦ ର ନଗର ପାଳ ପ୍ରମିଳା ପଣ୍ଡା ଯୋଗଦାନ କରିଥିଲେ l ଏଥିସହିତ ଡାକ୍ତର ଖାନା ର କର୍ମଚାରୀ, ଉଦଳା ର ସ୍ରମସ୍ତ ଗଣମାଧ୍ୟମ ପ୍ରତିନିଧି, ଓ ବିଶେଷ କରି ମାଗୁଣି ଚାରଣ ବିଶ୍ୱାଳ ଙ୍କ ପରିବାର ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *