ଅତ୍ୟାଧୁନିକ ଶୋରୁମ ଗୁଇଁ କମୁନିକେଶନ

ଅତ୍ୟାଧୁନିକ ଶୋରୁମ ଗୁଇଁ କମୁନିକେଶନ ହୋମ ଆପିଲିଆନସ୍ ଓ ଫନିଚରର ଶୁଭାରମ୍ଭ ରଘୁନାଥପୁର-୧/୨-ଜଗତ୍ସିଂହପୁର ଜିଲା ରଘୁନାଥପୁର ନାରାୟଣ ଛକ ହାଟ ବଜାରରେ ଠାରେ ଗୁଇଁ କମୁନିକେଶନହୋମଆପିଲିଆନସ ଶୋରୁମ ର ଶୁଭାରମ୍ଭ ଅନୁଷ୍ଠିତ ହୋଇ ଯାଇଛି l

ଏଥିରେ ମୁଖ୍ୟ ଅତିଥି ଭାବରେ ରଘୁନାଥପୁର ପଞ୍ଜାବ ନେସନାଲ୍ ବ୍ଯାଙ୍କ ର ମ୍ୟାନେଜର୍ ଦେବେନ୍ଦ୍ର ବିଜୟ ସାହୁ ଯୋଗଦେଇ କହିଥିଲେ ଯେ ରଘୁନାଥପୁର ରେ ଏପରି ମୋବାଇଲ ଦୋକାନ ଯେପରି ଗୁଇଁ କମୁନିକେଶନ ଓ ହୋମ ଆଫିଲିଆନସ୍ ଦୋକାନ ଭଳି ସବୁଅତ୍ୟାଧୁନିକମୋବାଇଲ ,ଲାପଟପ,ଆଇ ଫୋନ, ଓପୋ, ଭିବୋ, ସାମସଙ୍ଗ, ଏମଆଇ, ପ୍ରମୁଖ ବହୁ ନାମୀ ଦାମୀ କମ୍ଫନୀ ର ଲାପଟପ,ମୋବାଇଲ ଫୋନ ଦେଖିବା କୁ ମିଳିପାରିବ, ଏବଂହୋମ ଆପିଲିଆନସର ଏପରିକି ସମସ୍ତ କମ୍ପାନୀ ର ଫ୍ରିଜ୍,ୱାସିଂ ମେଶିନ,ଗ୍ରାଇଣ୍ଡର୍ ଏବଂ ସମସ୍ତ ଫନି ଚର ଜିନିଷ ଗ୍ରାହକ ମାନଙ୍କୁ ଜିରୋ ପରସେଣ୍ଟ ଇଣ୍ଟେଷ୍ଟ ରେ ବିଭିନ୍ନ ଫାଇନାନ୍ସ କମ୍ପାନୀ ମଧ୍ୟ୍ୟମ ରେ ମୋବାଇଲ,ଫନିଚର ଓ ଆପିଲିଆନସ୍ ର ସମସ୍ତ ଜିନିଷ କ୍ରୟ କରିପାରିବେ, ଗ୍ରାହକ ମାନଙ୍କୁ ଅନୁରୋଧ କରିଥିଲେ ଯେ କିପରି ଭାବରେ ଆପଣଙ୍କର ଏହି ଗୁଇଁ କମୁନିକେଶନ ରୁ ଖରଦି କରି ପ୍ରତିଟି ମୋବାଇଲ ତଥା ହୋମ ଆପିଲିଆନସ୍ ,ସମସ୍ତ ଫନିଚର ଉପରେ ଆକର୍ଷଣୀୟ ଉପହାର ନେଇ ତାହାର ଭରପୁର ମଜା ଉଠାନ୍ତୁ ।ଆଜି ଶୁଭାରମ୍ଭ ରେ ବହୁ ଦୂର ଦୁରାନ୍ତରୁ ଗ୍ରାହକ ମାନେ ଆସି ଥିଲେ ଏବଂ ମୋବାଇଲ,ଫନି ଚରଏବଂ ହୋମ୍ଆପଲିଆନସ ମଧ୍ୟ କିଣି ଥିଲେ।ଆକର୍ଷଣୀୟ ଉପହାର ମଧ୍ୟ ଗୁଇଁ କମୁନିକେଶନହୋମଆପିଲିଆନସ୍ ଦୋକାନ ତରଫରୁ ଦିଆଯାଇଥିଲା।ଏହି ଶୁଭାରମ୍ଭ ରେ ମାଲିକ କିଶୋର କୁମାର ଗୁଇଁ ସମ୍ମାନିତ ଅତିଥି ରଘୁନାଥପୁର ପଞ୍ଜାବ ନେସନାଲ ବ୍ଯାଙ୍କ୍ ମ୍ୟାନେଜର ଫିଲଡ ଅଫିସର୍ ଧର୍ଯ୍ୟଧର ବେହେରା, ଶିକ୍ଷକ ବାବାଜୀ ଚରଣ ସାହୁ, ‘ଯୁବ ନେତା ଚନ୍ଦ୍ର କାନ୍ତ ପଣ୍ଡା, ଶ୍ରୀନିବାସ ପଣ୍ଡା ସରସ୍ଵତୀ ଶିଶୁମନ୍ଦିର ଅଧକ୍ଷ ହେମନ୍ତ କୁମାର ସାହୁ, ବିଶିଷ୍ଟ ବ୍ଯବସାୟୀ ମାନେ ଓ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ଵାଇଁ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *