ଭାରତ ବନ୍ଦ ର ପ୍ରଭାବ ଭଞ୍ଜନଗର ରେ।

ତା.-୧୨.୦୨.୨୬, ଗଞ୍ଜାମ ଜିଲ୍ଲା ସମେତ ଭଞ୍ଜନଗର ସହର ତଥା ଘୁମୁସର ଅଞ୍ଚଳ ରେ ଆଜି ମିଳିତ ବାମ ଦଳ ସହ କଂଗ୍ରେସ, ବିଜେଡି ଭଳି AITUC,CITU ଭଳି ଦଳ ମାନଙ୍କ ମିଳିତ ଉଦ୍ୟମ ରେ ସାରା ଭାରତ ରେ ଶ୍ରମିକ ଆଇନ ସହିତ, ବିଦୁତ୍ ସଂଶୋଧନ ଭଳି ସମସ୍ତ ଦାବିକୁ ଆଜି ମିଳିତ ଭାବରେ ସମର୍ଥନ ସହ ବନ୍ଦ ଡାକରାକୁ ସାଧାରଣ ଜନତା ସହିତ ବ୍ୟବସାୟୀ ମାନେ ସମର୍ଥନ କରିବାର ଦେଖିବାକୁ ମିଳିଛି। କିନ୍ତୁ ଯେତିକି ଭାବେ ବନ୍ଦ ହେବା କଥା ସେତିକି ଦେଖିବାକୁ ମିଳିନଥିଲା କାରଣ ଅତ୍ୟାବଶ୍ୟକ କୁ ବାଦ ଦେବାପରେ ବି କିଛି କିଛି ଜାଗାରେ କର୍ମୀମାନଙ୍କୁ ନିରାଶ ହେବାସହ ପୂର୍ବ ଭଳି ଡବଲ ଇଞ୍ଜିନ ସରକାର ଥିବା ବେଳେ ଲୋକଙ୍କ ଆସ୍ଥା ଭାଜନ ହୋଇ ଆଗକୁ ବଢୁଥିବା ସରକାରଙ୍କ ବିକାଶ ଧାରା ଉପରେ ଲୋକଙ୍କ ଆସ୍ଥା ରହିଥିବାରୁ ବିରୋଧୀ ଙ୍କ କୌଣସି ଚାଲ କୁ ଅତି ସରଳତାର ର ସହ ସାମ୍ନା କରୁଛି ଏହି ସରକାର। ତେବେ ଯାହା ହେଉନାକାହିଁ ସରକାର ଙ୍କ ସହିତ ଲଢି ନିଜ ହକ କୁ କିଭଳି ହାସଲ କରିପାରୁଛି ତାହା ଦେଖିବାର ଅଛି।

Leave a Reply

Your email address will not be published. Required fields are marked *