ବିଭିନ୍ନ ଶୈବ ପୀଠରେ ମହାହାଶିବରାତ୍ରି ପାଳନ l
ଜଗତସିଂହପୁର – ୧୫. ୨. ୨୬- ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହା ଶିବରାତ୍ରି ପାଳନ ହୋଇଯାଇଛି, ଜିଲ୍ଲାର ପ୍ରଶିଦ୍ଧ ଶୈବ ପୀଠ ମାନଂକରେ ଶ୍ରଦ୍ଧାଳୁ ମାନକ ଭିଡ଼ ଦେଖିବାକୁ ମିଳିଥିଲା l ଜିଲ୍ଲାର ସଦର ମହାକୁମାରେ ଥିବା ସୋମନାଥ, ଶୈବ ପୀଠ, ବିଆଁଳ ଗତନାଥ, ବାଲିକୁଦାର କଣକେଶ୍ୱର, ବୋରିକିନା ର ବୋରଶ୍ୱର, ନାଉଁଗା ର କୁଣ୍ଡେଶ୍ୱର, ବାଲୁଙ୍କେଶ୍ୱର, ରାଢ଼ଙ୍ଗ ର ଗତେ ସ୍ୱର, ବିରିଡିର ଅଷ୍ଟଶମ୍ଭୁ, ଜିଲ୍ଲାର ପ୍ରଯ୍ୟଟନ ସ୍ଥାନ ବାବା ଗୋରଖନାଥ ପୀଠରେ ଭକ୍ତ ମାଙ୍କର ଭିଡ଼ ଦେଖିବାକୁ ମିଳିଥିଲା l ଶୈବ ପୀଠ ମାନଂକରେ ଶୈବ ବକ୍ତ ମନେ ନିଜନିଜର ମାନସିକ ରଖି ଉଜାଗର ରହିଥିବାର ଦେଖି ବାକୁମିଳିଥିଲା, ବିଭିନ୍ନ ଶୈବ ପୀଠରେ ମହାଦୀପ ଭିନ୍ନ ଭିନ୍ନ ସମୟରେ ଧାର୍ଯ୍ୟ ହୋଇଥିଲା l
