ପୁରୀ ସମୁଦ୍ରରେ ପୁଣି ଡଲଫିନର ମତୁଆଲ ଖେଳ

ପୁରୀ ସମୁଦ୍ରରେ ପୁଣି ଡଲଫିନର ମତୁଆଲ ଖେଳ। ସମୁଦ୍ରର ଅଥଳ ଜଳରାଶିରେ ଡେଇଁବାର ଦୃଶ୍ୟ ଆଜି ଦେଖାଦେଇଛି। ଯାହା ବେଶ୍ ମନୋରମ ଥିଲା। ପ୍ରତିଦିନ ଚିଲିକାରେ ରହୁଥିବା ଏରଓ୍ବାଡି ଡଲଫିନ ଓ ବଟଲ ନୋଜ ଡଲଫିନ ଚନ୍ଦ୍ରଭାଗା ସମୁଦ୍ର ପର୍ଯ୍ୟନ୍ତ ଯାଇଥାନ୍ତି। ଆଜି ଏଭଳି ବିରଳ ଦୃଶ୍ୟ ପୁରୀ ବେଳାଭୂମିରେ ଚିଲିକାର ଭ୍ରମ ସୃଷ୍ଟି କରିଥିଲା |

Leave a Reply

Your email address will not be published. Required fields are marked *