ଶ୍ରୀ ଚୈତନ୍ୟ ଙ୍କ ମନ୍ଦିର ରେ ଶ୍ରୀ ଚୈତନ୍ୟ ଙ୍କ ବାର୍ଷିକ ଉତ୍ସବ ପାଳନ

ପୁରୀ ସ୍ୱର୍ଗଦ୍ୱାର ସ୍ଥିତ ବେଳାଭୂମି ଠାରେ ଥିବା ଶ୍ରୀ ଚୈତନ୍ୟ ଙ୍କ ମନ୍ଦିର ରେ ଶ୍ରୀ ଚୈତନ୍ୟ ଙ୍କ ବାର୍ଷିକ ଉତ୍ସବ ପାଳନ କରାଯାଇଛି, ପବିତ୍ର ଦୋଳ ପୁର୍ଣିମା ରେ ଶ୍ରୀ ଚୈତନ୍ୟ ଜନ୍ମ ଗ୍ରହଣ କରିଥିଲେ, ବେଳାଭୂମି ରେ ଥିବା ଖୁଦ୍ର ବ୍ୟବସାୟୀ ସଂଘ ତରଫରୁ ଆଜି ଶ୍ରୀ ଚୈତନ୍ୟ ଙ୍କଜନ୍ମ ଉତ୍ସବ ପାଳନ କରାଯାଇଛି ଦୀର୍ଘ ୮ବର୍ଷ ଧରି ସଂଘ ତରଫରୁ ଶ୍ରୀ ଚୈତନ୍ୟ ଙ୍କ ଜନ୍ମ ଉତ୍ସବ ପାଳନ କରୁଥିବା ଜଣାଇଛନ୍ତି ସଂଘ ର ସଭାପତି, ଵିଧି ଅନୁସାରେ ଶ୍ରୀ ଚୈତନ୍ୟ ଙ୍କ ମୂର୍ତ୍ତି କୁ ପଞ୍ଚାମୂର୍ତ ରେ ଗାଧେଇ ନୁର୍ତନ ବସ୍ତ୍ର ପରିଧାନ କରାଇଥିଲେ, ଏହି ଅପୂର୍ଵ ରୂପ ଦେଖିବାକୁ ବେଳାଭୂମି ରେ ଥିବା

ପ୍ରଯ୍ୟଟକ ଙ୍କ ଭିଡ଼ ଜମିଥିଲା,ଦୁଷ୍ଟିହୀନ ମାନଙ୍କୁ ନେଇ ଏକ ଭଜନ ସମାରୋହ ର ଆୟୋଜନ କରାଯାଇଥିବା ସହ ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ମଧ୍ୟ ଅଯୋଜନ କରାଯାଇଥିଲା,, ସମ୍ପାଦକ ମାନସ ରଥ,ପ୍ରଫୁଲ୍ଲ କୁମାର, ମଲ୍ଲିକ, ପାଣ୍ଡଵ ଜେନା, ଜଗା ରାଓ,ପ୍ରହଲ୍ଲାଦ ମଲ୍ଲିକ, ରଞ୍ଜନ କୁମାର ବେହେରା, ପ୍ରମୁଖ ଉପସ୍ଥିତ ରହି ଏହି ଉତ୍ସବ ଟିକୁ ଆନନ୍ଦ ର ସହ ପାଳନ କରିଥିଲେl

Leave a Reply

Your email address will not be published. Required fields are marked *