ନବନିର୍ବାଚିତ ରାଜ୍ୟସଭା ସାଂସଦଙ୍କୁ ଶୁଭେଛା
ଧର୍ମଶାଳା = ନବନିର୍ବାଚିତ ରାଜ୍ୟସଭା ସାଂସଦ ମନମୋହନ ସାମଲ, ସୁଜିତ୍ କୁ ମାର ଓ ଦିଲୀପ ରାୟ ଙ୍କୁ ଶୁଭେଛା ଜଣାଇଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଭୋଟ ଗଣତି ପରେ ଭୁ ବନେ ଶ୍ଵ ର ସ୍ଥି ତ ବି ଜେପି କାର୍ଯ୍ୟାଳୟରେ ବିଧାୟକ ଶ୍ରୀ ସାହୁ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଳ ସିଂ ତୋମାର, ଓ ସୁଜିତ୍ କୁମାର ପ୍ରମୁଖଙ୍କ ଗହଣରେ ବିଜୟ ଉତ୍ସବ ପାଳନ କରିଛନ୍ତି । ରାଜ୍ୟସଭା ନିର୍ବାଚନରେ ବିଧାୟକ ଶ୍ରୀ ସାହୁଙ୍କ ଭୁମିକା ଅତି ଗୁ ରୁତ୍ଵ ବହନ କରି ଥିବା ବେଳେ ତାଙ୍କକାର୍ଯ୍ୟଦକ୍ଷତା ଓ ଗୋଟି ଚାଳନା ବିରୋଧୀଙ୍କୁ ସ୍ତମ୍ଭିଭୁତ କରିଛି । ଦଳରେ ଧର୍ମଶାଳା ବିଧାୟକଙ୍କ ପତିଆରା ବୃଦ୍ଧିକୁ ନେଇ ବିରୋଧ ସହଜରେ ହଜମ କରି ପାରୁ ନାହାନ୍ତି। ଧର୍ମଶାଳା ବିଜେପି ପକ୍ଷରୁ ରାଜେଶ ପାଳ, ଜିତେନ୍ଦ୍ର ରାଉତ, ଶ୍ରୀବତ୍ସ ଧୀର, ତୀର୍ଥରାଜ ପଣ୍ଡା, କାହ୍ନୁ ଚରଣ ଦାଶ, ଉପେନ୍ଦ୍ର କର, ଚନ୍ଦ୍ରମଣି ପଣ୍ଡିତ, ଆଲୋକ ଲେଙ୍କା, ଶରତ ଚନ୍ଦ୍ର ନାୟକ, ରବିନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
