ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର l ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷକୁ ଦୃଷ୍ଟିରେ ରଖି ଦିଆଗଲା ସ୍ୱତନ୍ତ୍ର ରିହାତିଏହି ରିହାତି ଦ୍ୱାରା ପେଟ୍ରୋକେମିକାଲ୍ ଫିଡ୍‌ଷ୍ଟକ୍‌ ସହିତ ପ୍ଲାଷ୍ଟିକ୍, ପ୍ୟାକେଜିଂ, ବୟନଶିଳ୍ପ, ଔଷଧ, ରାସାୟନିକ ପଦାର୍ଥ, ଅଟୋମୋଟିଭ୍ କ୍ଷେତ୍ର ଗୁଡ଼ିକ ଲାଭବାନ ହେବେ ଏବଂ ଗ୍ରାହକମାନଙ୍କୁ ଆଶ୍ୱସ୍ତି ମିଳିବପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଫଳରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ବାଧା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର 30 ଜୁନ୍, 2026 ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଘରୋଇ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଇନପୁଟ୍‌ଗୁଡ଼ିକର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା, ଡାଉନଷ୍ଟ୍ରିମ୍ କ୍ଷେତ୍ରଗୁଡ଼ିକ ଉପରେ ମୂଲ୍ୟ ଚାପ ହ୍ରାସ କରିବା ତଥା ଦେଶରେ ଯୋଗାଣ ସ୍ଥିରତାକୁ ସୁରକ୍ଷା ଦେବା ପାଇଁ ଏହି ପଦକ୍ଷେପକୁ ଏକ ଅସ୍ଥାୟୀ ଏବଂ ଲକ୍ଷ୍ୟ ଆଧାରିତ ରିହାତି ଭାବରେ ଗ୍ରହଣ କରାଯାଇଛି।ଏହି ରିହାତି ଦ୍ୱାରା ପେଟ୍ରୋକେମିକାଲ୍ ଫିଡ୍‌ଷ୍ଟକ୍‌ ସହିତ ପ୍ଲାଷ୍ଟିକ୍, ପ୍ୟାକେଜିଂ, ବୟନଶିଳ୍ପ, ଔଷଧ, ରାସାୟନିକ ପଦାର୍ଥ, ଅଟୋମୋଟିଭ୍ ଉପାଦାନ ଭଳି ମଧ୍ୟବର୍ତ୍ତୀ ଉତ୍ପାଦ, ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ର ଉପରେ ନିର୍ଭରଶୀଳ କ୍ଷେତ୍ରଗୁଡ଼ିକ ଲାଭବାନ ହେବେ ଏବଂ ଚୂଡ଼ାନ୍ତ ଉତ୍ପାଦର ଗ୍ରାହକମାନଙ୍କୁ ଆଶ୍ୱସ୍ତି ମିଳିବ।ଉତ୍ପାଦର ତାଲିକା ନିମ୍ନରେ ଦିଆଗଲା-AnnexureS.No.CTHDescription of goods 2814 10 00Anhydrous ammonia 2902 30 00Toluene 2902 50 00Styrene 2903 12 00Dichloromethane (methylene chloride) 2903 21 00Vinyl chloride monomer 2905 11 00Methanol (methyl alcohol) 2905 12 20Isopropyl alcohol 2905 31 00Monoethylene Glycol (MEG) 2907 11 10Phenol 2915 21 00Acetic acid 2915 32 00Vinyl acetate monomer 2917 36 00Purified Terephthalic Acid (PTA) 2921 21 00Ethylenediamine 2922 11 10, 2922 11 90, 2922 12 00Di Ethanolamine and Mono Ethanolamine 2929 10 20Toluene di-isocyanate 3102 30 00Ammonium nitrate 3817 00 11Linear alkylbenzenes 3901Polymers of ethylene (including Ethylene-vinyl acetate) 3902 10 00, 3902 30 00, 3902 90 00Polypropylene 3903 11 00, 3903 19 10, 3903 19 90Polystyrene 3903 20 00Styrene-acrylonitrile (SAN) 3903 30 00Acrylonitrile-butadiene-styrene (ABS) 3904 10 10, 3904 10 20, 3904 10 90Polyvinyl Chloride (PVC) 3904 61 00Polytetrafluoroethylene 3905 12, 3905 19Polyvinyl acetate 3905 30 00Polyvinyl alcohol 3906 10 10, 3906 10 90Poly (methyl methacrylate) 3907 10 00Polyoxymethylene (POM- acetal) 3907 29Polyols 3907 29 90Polyether Ether Ketone (PEEK) 3907 30 10Epoxy resins 3907 40 00Polycarbonates 3907 50 00Alkyd resins 3907 61, 3907 69Poly ethylene terephthalate (PET) Chips 3907 91 20Unsaturated polyester resins 3907 91 50Poly butylene terepthalate 2912 11 00, 3909 10 10, 3909 20 10, 3909 40 20Formaldehyde, Urea formaldehyde, Melamine formaldehyde, Phenol formaldehyde 3909 50 00Polyurethanes 3911 90 90Polyphenylene sulphide (PPS) 4002Poly butadiene, Styrene butadiene

Leave a Reply

Your email address will not be published. Required fields are marked *