ଓଡ଼ିଶାକୁ_ଝଟ୍କା
ଓଡ଼ିଶାକୁ_ଝଟ୍କା
ବଂଶଧାରା ଜଳ ବିବାଦରେ ନୂଆମୋଡ଼….
ଓଡ଼ିଶାକୁ ଲାଗିଛି ଶକ୍ତ ଝଟ୍କା…..
ଟ୍ରିବ୍ୟୁନାଲଙ୍କ ରାୟ ଆନ୍ଧ୍ର ପାଇଁ ଲାଭଦାୟକ…..
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଗେଜେଟ୍ ନୋଟିଫିକେସ୍ ଜାରି….
ନେରେଡି ବ୍ୟାରେଜ୍ ଜଳ ପ୍ରକଳ୍ପ ପାଇଁ ଦୂର ହୋଇଛି ପ୍ରତିବନ୍ଧକ…..
