SCBରେ ୬ଜଣିଆ କେନ୍ଦ୍ରୀୟ ତଦନ୍ତ କମିଟି
SCBରେ ୬ଜଣିଆ କେନ୍ଦ୍ରୀୟ ତଦନ୍ତ କମିଟି-କଟକ ଏସ୍ସିବି ମେଡିକାଲ୍ରେ ୬ ଜଣିଆ କେନ୍ଦ୍ରୀୟ ତଦନ୍ତ କମିଟି-ଏସ୍ସିବି ମେଡିକାଲ୍ ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାର ତଦନ୍ତ-ଅଗ୍ନିକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ-ଗତ ମାର୍ଚ୍ଚ ୧୬ରେ ଅଗ୍ନିକାଣ୍ଡ ଘଟି ୧୨ ଜଣ ରୋଗୀଙ୍କର ଜୀବନ ଯାଇଥିଲା
