ଖଣ୍ଡୋଲାଇଟ୍‌ରେ ଘର ନିର୍ମାଣ ଅଭିଯୋଗ ମିଛ

ଖଣ୍ଡୋଲାଇଟ୍‌ରେ ଘର ନିର୍ମାଣ ଅଭିଯୋଗ ମିଛ’-ବବି ଦାସଙ୍କ ଘରେ ଖଣ୍ଡୋଲାଇଟ ବ୍ୟବହାର ଅଭିଯୋଗ ପ୍ରସଙ୍ଗ-ପ୍ରେସମିଟ୍‌ରେ ଅଭିଯୋଗକୁ ମିଛ କହିଲେ ବବିଙ୍କ ଦାଦା ଯଯାତି କେଶରୀ’-ଖଣ୍ଡୋଲାଇଟ୍‌ରେ ଘର ନିର୍ମାଣ ମିଛ, ରାଜସ୍ଥାନ ଯୋଧପୁରରୁ ପଥର ଆସିଛି”-ଏହି ବାସଭବନ ଏକୁଟିଆ ବବିଙ୍କ ନୁହେଁ, ସମସ୍ତ ପରିବାରର”-ରାଜନୈତିକ ଉଦ୍ଦେଶ୍ୟ ରଖି ପରିବାରକୁ ଟାର୍ଗେଟ କରାଯାଉଛି’-ଆବଶ୍ୟକ ପଡ଼ିଲେ ଆଇନଗତ ସହାୟତା ନିଆଯିବ- ବବିଙ୍କ ଦାଦା

Leave a Reply

Your email address will not be published. Required fields are marked *