ବାକି ଟଙ୍କା ଥିଲେ ବି କଟିବନି ବିଦ୍ୟୁତ୍‌

ବାକି ଟଙ୍କା ଥିଲେ ବି କଟିବନି ବିଦ୍ୟୁତ୍‌ l ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଉପ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ……ବିଦ୍ୟୁତ୍ ବିତରଣ କମ୍ପାନୀଙ୍କୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶ…..ହିତାଧିକାରୀଙ୍କ ବିଲ ଅର୍ଥ ବାକି ଥିଲେ ମଧ୍ୟ ବିଦ୍ୟୁତ୍ କାଟନି……ମରାମତି କାର୍ଯ୍ୟରେ ଆବଶ୍ୟକ ହେଲେ ବିଦ୍ୟୁତ୍ କାଟିପାରିବେ…..ବିଦ୍ୟୁତ୍‌ କାଟ୍ ନେଇ ଜନସାଧାରଣଙ୍କୁ ପୂର୍ବରୁ ଜଣାଇବାକୁ l

Leave a Reply

Your email address will not be published. Required fields are marked *