ହର୍ମୁଜ_ପ୍ରଣାଳୀରେ_ଆମେରିକା_ଆରମ୍ଭ_କଲା_ନାକାବନ୍ଦୀ

ହର୍ମୁଜ_ପ୍ରଣାଳୀରେ_ଆମେରିକା_ଆରମ୍ଭ_କଲା_ନାକାବନ୍ଦୀ l ହର୍ମୁଜ ଡେଡ୍‌ଲାଇନ୍‌ ଶେଷ ପରେ ଟ୍ରମ୍ପଙ୍କ ନୂଆ ପୋଷ୍ଟ……ଇରାନ୍‌ର ନୌସେନା ସଂପୂର୍ଣ୍ଣ ଭାବରେ ଧ୍ବଂସ ପାଇଛି: ଟ୍ରମ୍ପନାକାବନ୍ଦୀ ପାଖକୁ ଆସୁଥିବା ଜାହାଜକୁ ନଷ୍ଟ କରିଦେବୁ……ଛୋଟ ଛୋଟ ଜାହାଜର କୌଣସି କ୍ଷତି କରାଯିବ ନାହିଁ……କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ତୀବ୍ର ଓ କଠୋର ହେବ କହିଲେ ଟ୍ରମ୍ପ……ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ହୁଏ ସେଭଳି ନିଆଯିବ……

Leave a Reply

Your email address will not be published. Required fields are marked *