ଆପ୍ ସଦଙ୍କ ଘରେ ED
ଆପ୍ ସଦଙ୍କ ଘରେ ED-ଆପ୍ ସାଂସଦ ଅଶୋକ ମିତ୍ତଲଙ୍କ ବାସଭବନରେ ଇଡି ରେଡ୍-ଗୁରୁଗ୍ରାମ ଓ ପଞ୍ଜାବ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍-ଏକ ଘରୋଇ ୟୁନିଭର୍ସିଟି ଲିଙ୍କ୍ ମାମଲାରେ ଚାଲିଛି ଚଢ଼ାଉ-ନିକଟରେ ଅଶୋକଙ୍କୁ ଆପ୍ ରାଜ୍ୟସଭା ଉପନେତା ଭାବେ ଦାୟିତ୍ବ ମିଳିଛି
