ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ
ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସମ୍ରାଟ…..ବିହାରରେ ପ୍ରଥମ ଥର ପାଇଁ ବିଜେପିରୁ ମୁଖ୍ୟମନ୍ତ୍ରୀ……ସମ୍ରାଟଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ନେବେ ଶପଥ……JDUର ବିଜେନ୍ଦ୍ର ଯାଦବ ଓ ବି. ଚୌଧୁରୀ ଉପମୁଖ୍ୟମନ୍ତ୍ରୀ……ବିହାରର ବିକାଶ ମୋର ପ୍ରମୁଖ ଲକ୍ଷ୍ୟ ରହିବ ସମ୍ରାଟ…….
