ଚନ୍ଦନ ଯାତ୍ରାରେ ଫୁଟିବନି ବାଣ-

ଚନ୍ଦନ ଯାତ୍ରାରେ ଫୁଟିବନି ବାଣ- ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ- ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ସମୟରେ ଫୁଟିବନି ବାଣ- ବାଣ ଫୁଟାଇଲେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ- ପରମ୍ପରା ମୁତାବକ ସମସ୍ତ କାର୍ଯ୍ୟ କରାଯିବ- ନରେନ୍ଦ୍ର ପୁଷ୍କରିଣୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି- ସିସିଟିଭି ନଜରରେ ରହିବ ସମଗ୍ର ଅଞ୍ଚଳ- ଆଣ୍ଟି ସବୋଟାଜ୍ ଚେକିଂ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ- ପୁରୀ ଏସ୍‌ପି ପ୍ରତୀକ ସିଂଙ୍କ ସୂଚନା

Leave a Reply

Your email address will not be published. Required fields are marked *