ଥ୍ରୀଡିଜିଏସ୍_ପ୍ରକଳ୍ପ_ଶିଳାନ୍ୟାସ_କଲେ_ମୁଖ୍ୟମନ୍ତ୍ରୀ
#ଥ୍ରୀଡିଜିଏସ୍_ପ୍ରକଳ୍ପ_ଶିଳାନ୍ୟାସ_କଲେ_ମୁଖ୍ୟମନ୍ତ୍ରୀ-ହେଟେରୋଜେନସ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ (ଥ୍ରୀଡିଜିଏସ୍)ର ଶିଳାନ୍ୟାସ-ଭୁବନେଶ୍ବର ଇନ୍ଫୋଭାଲିରେ ଶିଳାନ୍ୟାସ କଲେ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ-କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ-ଓଡ଼ିଶାର ପ୍ରଥମ ଥ୍ରୀ-ଡି ଗ୍ଳାସ୍ ଅତ୍ୟାଧୁନିକ ପ୍ୟାକେଜିଂ ୟୁନିଟ୍ର ଶିଳାନ୍ୟାସ-୧୯୪୪ କୋଟି ଟଙ୍କାର ପୁଞ୍ଜି ନିବେଶ ଯୁକ୍ତ ଥ୍ରୀ-ଡି ଗ୍ଳାସ୍ ପ୍ରକଳ୍ପର ଭିତ୍ତି ସ୍ଥାପନ
