ଟ୍ରାନ୍ସଜେଣ୍ଡର_କଲ୍ୟାଣ_ବୋର୍ଡ_ଗଠନ

#ଟ୍ରାନ୍ସଜେଣ୍ଡର_କଲ୍ୟାଣ_ବୋର୍ଡ_ଗଠନ-ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କଲେ ରାଜ୍ୟ ସରକାର-ମୁଖ୍ୟ ଶାସନ ସଚିବଙ୍କୁ କମିଟିର ଅଧ୍ୟକ୍ଷ ଦାୟିତ୍ବ-ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ ଉପାଧ୍ୟକ୍ଷ ରହିବେ-ବିଭାଗର ନିର୍ଦ୍ଦେଶକ ସଦସ୍ୟ ସଚିବ ଦାୟିତ୍ବ ତୁଲାଇବେ-ଡିଜିପି ମଧ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ସଦସ୍ୟ ରହିବେ-ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୧୨ ଜଣ ସଦସ୍ୟ କଲ୍ୟାଣ ବୋର୍ଡରେ ସ୍ଥାନିତ

Leave a Reply

Your email address will not be published. Required fields are marked *