କର୍ମଚାରୀଙ୍କ ଉପରୁ ହଟିଲା ବୃତ୍ତିଗତ କର l
କର୍ମଚାରୀଙ୍କ ଉପରୁ ହଟିଲା ବୃତ୍ତିଗତ କର l କର୍ମଜୀବୀଙ୍କ ଉପରୁ ବୃତ୍ତିଗତ କର ହଟାଇଲେ ରାଜ୍ୟ ସରକାର…..ଚଳିତ ମାସରୁ କର୍ମଚାରୀମାନଙ୍କ ଠାରୁ ସଂଗ୍ରହ ହେବନି ବୃତ୍ତି କର….ଏନେଇ ଅର୍ଥ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ…….ସରକାରୀ ଓ ଘରୋଇ କର୍ମଚାରୀଙ୍କ ଦରମାରୁ ବୃତ୍ତି ନକାଟିବାକୁ ନିର୍ଦ୍ଦେଶ……ଚଳିତ ଆର୍ଥିକ ବର୍ଷରୁ ବୃତ୍ତି କର ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ……କର୍ମଜୀବୀଙ୍କ ଉପରେ ବୃତ୍ତିଗତ କର ଆର୍ଥିକ ବୋଝ ଭଳି ଥିଲା……ଏହାକୁ ବିଚାରକରି ସରକାର ବୃତ୍ତିଗତ କର ଉଚ୍ଛେଦ ପାଇଁ ନିଷ୍ପତ୍ତି…..
