୪୬୨୩ ଜଣଙ୍କୁ ମିଳିଲା ନିଯୁକ୍ତି

୪୬୨୩ ଜଣଙ୍କୁ ମିଳିଲା ନିଯୁକ୍ତି-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ମେଳା କାର୍ଯ୍ୟକ୍ରମ-୭ ଟି ବିଭାଗର ୪,୬୨୩ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ-ନିଯୁକ୍ତିପତ୍ର ପାଇଥିବା ପ୍ରାର୍ଥୀଙ୍କୁ ୫ ସୁତ୍ରୀ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ-ଗତ ୨୨ ମାସ ଭିତରେ ୧୫ ଟି ନିଯୁକ୍ତି ମେଳା କରିଛୁ – ମୁଖ୍ୟମନ୍ତ୍ରୀ-୪୪ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରାଯାଇଛି-ଅଧିକ କର୍ମଚାରୀ ରହିଲେ ବଜେଟ ସଠିକ ଭାବେ ଖର୍ଚ୍ଚ ହୋଇପାରିବ-ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ

Leave a Reply

Your email address will not be published. Required fields are marked *